November 23, 2026
IMG-20250101-WA0016
Share


ନୂତନ ବର୍ଷ ୨୦୨୫ ଓଡ଼ିଶା ର ସମସ୍ତ ଜନସାଧାରଣ ଏବଂ ମୋହନା ବ୍ଲକ ଅଞ୍ଚଳ ରେ ବାସ କରୁଥିବା ସମସ୍ତ ବାସିନ୍ଦା ଙ୍କୁ ମୋର ନୂତନ ବର୍ଷର ଅଭିନନ୍ଦନ।ଆନନ୍ଦର ସହ ହସ ଖୁସି ରେ କଟାନ୍ତୁ ଏବଂ ନୂତନ ବର୍ଷ ଟି ସମସ୍ତ ଙ୍କ ପାଇଁ ସୁଖମୟ ହେଉ ଏତିକି ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରୁଛି।
ଈଂ.ପ୍ରଦୀପ୍ତ କୁମାର ସେଠୀ
ସହକାରୀ ଯନ୍ତ୍ରୀ
ମୋହନା ବ୍ଲକ, ଗଜପତି ଜିଲ୍ଲା,
ଓଡ଼ିଶା

You may have missed