June 23, 2026

ଇନ୍ନର ହୁଇଲ କ୍ଳବ ଶ୍ରୀଜଗନ୍ନାଥ ଧାମ ପୁରୀ ପକ୍ଷରୁ ଓମେନ୍ସ ଡେ ଓ ଚାର୍ଟର ଡେ ପାଳନ କରାଯାଇଛି ….

ji
Share

                                                                                                                                                                                                     ଆଜି ପୁରୀ ବଡଦାଣ୍ଡ ସ୍ଥିତ ସ୍ୱସ୍ତିକ ମଣ୍ଡପ ପରିସରରେ ଇନ୍ନର ହୁଇଲ କ୍ଳବ ଶ୍ରୀଜଗନ୍ନାଥ ଧାମ ପୁରୀର ଅଧକ୍ଷା ନିରୁପମା ଷଡ଼ଙ୍ଗୀଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ଜୟଶ୍ରୀ ମହାପାତ୍ର, ସମ୍ପାଦକ ଜୋତିର୍ମୟୀ ମହାନ୍ତି l E S O ମଧୁସ୍ମିତା ତ୍ରିପାଠୀ, ବନ୍ଦିତା ସାହୁ, ସୀମାନ୍ତ୍ତିନି ମିଶ୍ର ଓମେନ୍ସ ଡେ ଏବଂ ଚାଟର ଡେ ଧୂମଧାମ ର ସହିତ ପାଳନ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ପକ୍ଷରୁ ଜଣେ ମହିଳା ଜଳଖିଆ ଦୋକାନୀଙ୍କୁ ଏକ ଗ୍ରାଇଣ୍ଡର ପ୍ରଦାନ କରିଥିଲେ l ଶେଷରେ କେକକାଟି ମହାପ୍ରସାଦ ସେବନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନ ର ସମ୍ପାଦିକା ଜୋତିର୍ମୟୀ ମହାନ୍ତି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)