September 25, 2026

ନୀଳଚକ୍ର ରେ ବାନା ବାନ୍ଧି ମୋଦିଙ୍କୁ ସାକ୍ଷାତ କଲେ ମଧୁସୂଦନ ସିଂହାରୀ …

modi8
Share

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଣ୍ଡିଖୋଲ ଆସିବାର ଖୁସିରେ ମହାପ୍ରଭୁ ଙ୍କ ଶ୍ରୀଅଙ୍ଗ ଲାଗି ସେବକ ଏବଂ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଦସ୍ୟ ମଧୁସୂଦନ ସିଂହାରୀ ମୋଦିଙ୍କ ନାମରେ ନୀଳଚକ୍ର ରେ ବାନା ବାନ୍ଧି ମୋଦିଙ୍କ ସହିତ ସାକ୍ଷାତ କରିଛନ୍ତି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)