November 22, 2024
Share

 

୧-୨୮୮ ବ୍ଲକର ୨୦୦୦ ପଞ୍ଚାୟତରେ ଖୋଲିଲା ‘ଆମ ବ୍ୟାଙ୍କ’।

୨-ବଢ଼ିଲା ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ, ମିଳିବ ସାମାଜିକ ସୁରକ୍ଷା ସହାୟତା ରାଶି।

୩-ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ କରିବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶ ।

୪-ସହର ବିକାଶରେ ନୂଆ ମାଇଲ ଖୁଣ୍ଟ;୨୧,୪୨୭ ବସ୍ତି ବାସିନ୍ଦା ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର।

୫-ଭୁବନେଶ୍ୱର:ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ହାଣ୍ଡଲୁମ୍ ଓ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ।

୬-କୁହୁଡି ହେଲା କାଳ : ଗଞ୍ଜାମ ଖଲ୍ଲିକୋଟରେ ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ, ୧୦ ଜଣ ଗୁରୁତର।

୭-ବ୍ୟାସନଗର: ଶିକ୍ଷକଙ୍କ ନିର୍ଯାତନାରେ ୪ର୍ଥ ଶ୍ରେଣୀ ଛାତ୍ରୀ ଅଚେତ, ଜିଲ୍ଲାପାଳଙ୍କୁ କରାଗଲା ଅଭିଯୋଗ।

୮-ଭୁବନେଶ୍ୱର:ସବୁ ନିର୍ବାଚନ ମଣ୍ଡଳୀରେ ପାଳନ ହେବ ବିଜୁ ଜୟନ୍ତୀ।

୯-ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ପାଇଁ କମିଟି ଗଠନ, ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ୍‍ ଅରିଜିତ ପଶାୟତ କମିଟି ଅଧ୍ୟକ୍ଷ।

୧୦-ଲାଞ୍ଚ ନେଇ ଧରାପଡିଲେ ରାଉରକେଲା ଜେଲ ରୋଡରେ ଥିବା ଇଏସଆଇ ହସ୍ପିଟାଲର ବରିଷ୍ଠ କିରାଣୀ ଅଭିରାମ ସାହୁ।

୧୧-ଧରାପଡିଲା ଭୁବନେଶ୍ୱରରେ ଆତଙ୍କ ଚଳାଇଥିବା ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ । ୯ ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ।

୧୨-ବିଜେପିରେ ମିଶିଲେ ପ୍ରଶାନ୍ତ ଜଗଦ୍ଦେବ, ପଦ୍ମ ଧରୁ ଧରୁ ପୁରୁଣା ଦଳ ବିଜେଡିକୁ କଲେ ଟାର୍ଗେଟ।

୧୩-ସମ୍ବଲପୁରରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ବସ୍ ହେଲପର୍ ମୃତ, ୧୦ରୁ ଅଧିକ ଆହତ।

୧୪-୨୦୨୫ ସୁଦ୍ଧା କାର୍ଯ୍ୟକାରୀ ହେବ ଆଡଭାନ୍ସ ଫ୍ଲଡ୍‌ ଓ୍ବାର୍ଣ୍ଣିଂ ସିଷ୍ଟମ: IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

୧୫-କଟକ ସହରବାସୀଙ୍କ ଉଦ୍ଦେଶ୍ୟରେ ବକ୍ସଡ୍ରେନ୍‌ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୪୫୦ କୋଟି ଟଙ୍କା ବ୍ୟୟରେ ହୋଇଛି ନିର୍ମିତ।

୧୬-କ୍ୟାବିନେଟ ନିଷ୍ପତ୍ତି – ପିଏମ ସୂର୍ଯ୍ୟ ଘର ଯୋଜନା ପାଇଁ ୭୫ ହଜାର ୨୧ କୋଟି ଟଙ୍କା ମଂଜୁର।

୧୭-ଦେଶର ୧୫୦ଟି ରେଳ ଷ୍ଟେସନକୁ ଇଟ୍ ରାଇଟ୍ ଷ୍ଟେସନ ଭାବେ ମାନ୍ୟତା।

୧୮-ଏବେ ଦେଶରେ ୧୩ ହଜାର ୮୭୪ କଲରାପତରିଆ ବାଘ, ମଧ୍ୟପ୍ରଦେଶରେ ସର୍ବାଧିକ।

୧୯-ସନ୍ଦେଶଖାଲି ଘଟଣା – ତୃଣମୂଳ କଂଗ୍ରେସ ନେତା ଶେଖ ଶାଜାହାନଙ୍କ ବିରୋଧରେ ତଦନ୍ତ ଆରମ୍ଭ।

୨୦-ତେଲ ଆବିଭ୍ :ରିଲିଫ ପାଇଁ ଅପେକ୍ଷାରତ ଲୋକମାନଙ୍କ ଉପରେ ଗୁଳିମାଡ଼,ଗାଜାରେ ୧୦୪ ମୃତ,୨୮୦ ଆହତ।

You may have missed