April 25, 2026

କୁକୁଡ଼ାଖଣ୍ତି ବ୍ଲକ ବିଜେଡି ତରଫରୁ ଦାବିପତ୍ର ପ୍ରଦାନ 

IMG-20230217-WA0002
Share

 

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଗତ ଡ଼ିସେମ୍ବର ମାସରୁ ବନ୍ଦ ହୋଇଯାଇଛି। କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ୨୨ଟି ଗ୍ରାମ ପଞ୍ଚାୟତର ହିତାଧିକାରୀ ପ୍ରଭାବିତ ହୋଇଛନ୍ତି। ଯାହାକୁ ନେଇ ବିଜେଡି ପକ୍ଷରୁ ଗୁରୁବାର ଦିନ ଆନ୍ଦୋଳନ କରିଥିଲେ। କୁକୁଡ଼ାଖଣ୍ତି ବ୍ଳକ ବିଜେଡି ସଭାପତି ସୀତାରାମ ସାହୁଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଉଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ.ପଲ୍ଲବୀ ସ୍ୱାଇଁଙ୍କ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ବିଧାୟକ ପ୍ରତିନିଧି ଉଦୟ କୁମାର ବେହେରା, ବ୍ରହ୍ମପୁର ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତି, ବିସିସି ବ୍ୟାଙ୍କର ସଭାପତି ଶିବରାମ ପାତ୍ର, ବିଜେଡି ସମ୍ପାଦକ ଭବାନୀ ଶଙ୍କର ବିଶ୍ୱାଳ, ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ ନେତା କେ.ମଣିବାବୁ, ସରପଞ୍ଚ ସଂଘର ସଭାପତି ବଶିଷ୍ଠ କୁମାର ଜେନା, ଉପସଭାପତି ମାନେ ହେଲେ କୈଳାଶ ବିଷୋୟୀ, କିଶୋର ଚନ୍ଦ୍ର ପାତ୍ର, ରବିନ୍ଦ୍ର ମହାରଣା , ଗୁରୁଣ୍ଟି ସରପଞ୍ଚ ବି.ମାଙ୍ଗାତା ପାତ୍ର, ଲାଞ୍ଜିଆ ସରପଞ୍ଚ ଅନିଲ କୁମାର ଗୌଡ଼, ଲାଠୀ ସରପଞ୍ଚ ରାଧାମୋହନ ସେଠୀ, ସମିତି ସଭ୍ୟ ଜଗନ୍ନାଥ ଭୂୟାଁ, ମହିଳା ସଭାନେତ୍ରୀ ନିରୁପମା ପାତ୍ର, ଜଗଦଲପୁର ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ, ସମିତି ସଭ୍ୟ ବି.ରବିନ୍ଦ୍ରନାଥ ପାତ୍ର, ଦକ୍ଷିଣପୁର ସରପଞ୍ଚ ଦେବାଶିଷ ସେଠୀ, କୁକୁଡ଼ାଖଣ୍ତି ସରପଞ୍ଚ ବନ୍ଦନା ସେଠୀ, ସମିତି ସଭ୍ୟ ଅଶୋକ ଦାସ, ଜିଲ୍ଲା ପରିଷଦ ସଭ୍ୟା ମାନେ ହେଲେ ଶିବାନୀ ସେଠୀ, ମମତା ଦାସ, ଭାରତୀ ନାୟକ, ବନ୍ଥପଲ୍ଲୀ ସରପଞ୍ଚ କାମିନୀ ନାୟକ, ଟୁନା ନାୟକ, କଙ୍କିଆ ସରପଞ୍ଚ ଚନ୍ଦ୍ରଶେଖର ନାୟକ, ବାଲିପଡା ସରପଞ୍ଚ ଝିଲି ସେଠୀ , ଯୁବ ନେତା ଜିତେନ୍ଦ୍ର ସେଠୀ, ବାଘଲଟି ସରପଞ୍ଚ ମାମି ସାସମଲ, ସୁକାନ୍ତ ସାସମଲ, ମହୁଡା ସରପଞ୍ଚ ପ୍ରତିନିଧି ସଞ୍ଜୟ ସାହୁ, ପୂର୍ବତନ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ପୂର୍ବତନ ଅଧ୍ୟକ୍ଷ ଦିଲିପ୍ ପାତ୍ର, ସମିତି ସଭ୍ୟା ଲକ୍ଷ୍ମୀ ସ୍ୱାଇଁ, ବସନ୍ତ ସ୍ୱାଇଁ, ଗୋପାଳପୁର ନିର୍ବାଚନ ମଣ୍ଡଳୀ ଯୁବ ନେତା ରାଜେନ୍ଦ୍ର ପାତ୍ର, ପୂର୍ବତନ ସରପଞ୍ଚ ମାନେ ହେଲେ ମିନତୀ ବେହେରା, ବସନ୍ତ କୁମାର ସାହୁ, ମିନତୀ ପାତ୍ର, ସମବାୟ ସମିତି ସଭାପତି ସୁରେଶ ସେଠୀ, ବଉଳଝୋଳି ସରପଞ୍ଚ ଚିତ୍ତରଞ୍ଜନ ବିଷୋୟୀ, କାମେଶ୍ୱର ବିଶାଳ, ହରି କୃଷ୍ଣ ବିଷୋୟୀ, ନାରାୟଣ ଜେନା, ଜିତେନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଛାତ୍ର, ମହିଳା ଓ ଯୁବ ସଭାପତି ମାନଙ୍କ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।

କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ