March 12, 2026

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନରେ କାର୍ଗିଲ୍ ବିଜୟ ଦିବସ ପାଳିତ ।

IMG-20230727-WA0018
Share

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନରେ କାର୍ଗିଲ୍ ବିଜୟ ଦିବସ ପାଳିତ ।

ଭୁବନେଶ୍ବର ୨୭।୭ (ସମୀର ରଂଜନ ନାୟକ) : କଟକ ସଦର ୪୨ ମୌଜାର ଅଗ୍ରଣୀ ସାମାଜିକ ସଂଗଠନ ତରଫରୁ ପୂଜ୍ୟପୂଜା ଭବନରେ କାର୍ଗିଲ ବିଜୟ ଦିବସ ଅବସରରେ ୧୯୯୯ ମସିହା କାର୍ଗିଲ ଯୁଦ୍ଧରେ ସହିଦ ବୀର ଜୱାନ ମାନଙ୍କୁ ଶତ କୋଟି ପ୍ରଣାମ ଜଣାଉଛି।
ବନ୍ଦେ ମାତରଂ ସ୍ଲୋଗାନ ସହ
ସରୋଜ ନଳିନୀ ପରିଜା – ସଭାପତି
ନାରାୟଣ ଚନ୍ଦ୍ର ମହାନ୍ତି – ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ ।