ଉମରକୋଟରେ ପୌର ପ୍ରଶାସନର ଜବରଦଖଲ ଉଚ୍ଛେଦ ଅଭିଯାନବିଭିନ୍ନ ସ୍ଥାନରେ ୪ଟି ଘର ଭଙ୍ଗାଗଲା, ଡ୍ରେନ୍ ଉପରେ ଜବରଦଖଲକାରୀ ଦୋକାନୀଙ୍କୁ ଚେତାବନୀ……..
ଉମରକୋଟ:-(ଏମ୍.ଦୀନା°ଶୂ ଆଚାରୀ) ଉମରକୋଟ ସହରରେ ଜବରଦଖଲ ଉଚ୍ଛେଦ ନେଇ ପୌର ପ୍ରଶାସନ ପକ୍ଷରୁ ଆଜି ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରାଯାଇଛି। ପୌର ପରିଷଦ ଅଧିକାରୀ,...
