November 23, 2024

ବରଗଡ଼ରେ ଧାନମଣ୍ଡିର ଶୁଭାରମ୍ଭ କଲେ ଯୋଗାଣ ମନ୍ତ୍ରୀ, ଏଥର କ୍ଵିଣ୍ଟାଲ ପିଛା ୩୧ଶହ ପାଇବେ ଚାଷୀ..

Share

 

 

*ଆନୁଷ୍ଠାନିକ ଭାବେ ବରଗଡ଼ରେ ଖୋଲିଲା ଧାନମଣ୍ଡି। ବିଧିବଦ୍ଧ ଭାବେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଧାନମଣ୍ଡିର ଶୁଭାରମ୍ଭ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏଥର ଚାଷୀ ଧାନ କ୍ଵିଣ୍ଟାଲ ପିଛା ୩୧ଶହ ଟଙ୍କା ପାଇବେ। କେନ୍ଦ୍ର ୨୩ ଓ ରାଜ୍ୟ ସରକାର ଅତିରିକ୍ତ ୮ ଶହ ଦେବେ।*

 

*ଖରିଫ୍ ଧାନ କିଣା ଶୁଭାରମ୍ଭ ପରେ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, କଥା ଦେଇଥିଲୁ। ଆମ ସରକାର କଥା ରଖିଲେ। ସୀମା ସିଲ୍ ହୋଇଛି, ସିସିଟିଭି ଲାଗିଛି, ପାଟ୍ରୋଲିଂ ହେଉଛି। ଆଜି ବରଗଡ଼ର ୩ଟି ମଣ୍ଡି, ଆସନ୍ତାକାଲିଠୁ ଅନ୍ୟ ସ୍ଥାନରୁ ମଣ୍ଡି ଆରମ୍ଭ ହେବ।*