March 12, 2026
ajiro khabar
Share

 

 

୧-ନେତାଜୀଙ୍କ ସାହସ, ସଂଗ୍ରାମ, ଦେଶପ୍ରେମ ଓ ତ୍ୟାଗ ଅତୁଳନୀୟ : ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ।

 

୨-ଭୁବନେଶ୍ୱର:ଜନପଥରେ ପୁଣି ଆମ ବସ୍‌ ଦୁର୍ଘଟଣା, ୩ଟି ବସ୍‌ ଭଙ୍ଗିଲେ ଉତ୍ତ୍ୟକ୍ତ ଲୋକ।

 

୩-ଫେବୃଆରୀ ୧୬ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ; ରାଜ୍ୟପାଳଙ୍କ ସ୍ୱୀକୃତି ମିଳିବା ପରେ ବିଧିବଦ୍ଧ ଭାବେ ହେବ ଘୋଷଣା।

 

୪-ଓଡିଶାର ବସ୍ ମାଲିକ ସଂଘ ବୈଠକ ପରେ ନିଷ୍ପତି :ବସ ଧର୍ମଘଟ ଡାକରା ପ୍ରତ୍ୟାହୃତ।

 

୫-ଅରବିନ୍ଦ ସମର୍ଥକଙ୍କ ଶକ୍ତି ପ୍ରଦର୍ଶନ ଓ ଗୁହାରି, ନିଲମ୍ବନ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଶଙ୍ଖଭବନ ଆସି ଦେଲେ ସ୍ମାରକପତ୍ର।

 

୬-ପଶ୍ଚିମା ଝଡ଼ ପ୍ରଭାବରେ କମିଛି ଶୀତର ପ୍ରକୋପ,୩ ଦିନ ପରେ ଆହୁରି କମିବ।

 

୭-ରାଜଧାନୀବାସୀଙ୍କୁ କନ୍ଦେଇଲାଣି ଟ୍ରାଫିକ୍ ଯନ୍ତ୍ରଣା, ସନ୍ଧ୍ୟା ପରେ ଯିବାକୁ ଡର।ଜୟଦେବ ବିହାରରୁ କିଟ୍ ଛକକୁ ଯିବାକୁ ଲାଗୁଛି ଘଣ୍ଟେ।

 

୮-ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଅନୁକୂଳ ହେଲା ପ୍ରଥମ କାଠ; ରାଜଗୁରୁ ଓ ବ୍ରାହ୍ମଣଙ୍କ ଉପସ୍ଥିତିରେ କରାଗଲା ପୂଜାର୍ଚ୍ଚନା।

 

୯-୧୭ ପ୍ରଜାତିର କୁକୁର, ଜନତା ମଇଦାନରେ ଡଗ ସୋ ଦେଖି ଦର୍ଶକ ହେଲେ ବିଭୋର।

 

୧୦-ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରେ କଟକଣା ଜାରି କଲେ କୋରାପୁଟ ଜିଲାପାଳ।

 

୧୧-ଯୁବ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁ ଘଟଣା; ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା।

 

୧୨-କଟକ: ଉଷା ପାଢ଼ୀଙ୍କ ସହ ୪ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା,ହାଜର କରାଇବାକୁ ପୁଲିସ୍ କୁ ନିର୍ଦ୍ଦେଶ।

 

୧୩-ମାଲକାନଗିରି:୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୪୭ ଲକ୍ଷ ଟଙ୍କାର ପୁରସ୍କାର।

 

୧୪-ଖଲ୍ଲିକୋଟ ନିକଟ ପଥରା ଗାଁ:ବିଦ୍ୟାଳୟ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ଗାଁରେ ଉଡ଼ିଲା ଟେକା ପଥର, ବିଇଓଙ୍କୁ ୪ ଘଣ୍ଟା ଧରି ରଖିଲେ ଅଟକ।

 

୧୫-ଜଗତସିଂହପୁର,ଚାଟରା ଗାଁ:ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ, ମୃତ ଦେହ ରଖି ରାସ୍ତା ଅବରୋଧ, ଘଉଡ଼ାଇବାକୁ ପୋଲିସର ଲାଠି ଚାର୍ଜ।

 

୧୬-ରାୟପୁର:୨ୟ ଟି୨୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୭ୱିକେଟ୍‌ରେ ବିଜୟୀ।

 

୧୭-ବିଜୟୱାଡା:ପରକୀୟା ପ୍ରୀତି ପାଇଁ ବୟଫ୍ରେଣ୍ଡ ସହ ମିଶି ସ୍ୱାମୀଙ୍କୁ ହତ୍ୟା; ବିରିୟାନିରେ ଦେଲା ୨୦ଟି ନିଦ ବଟିକା।

 

୧୮-କେରଳ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ,PM ସ୍ବନିଧି କ୍ରେଡିଟ୍ କାର୍ଡର କଲେ ଶୁଭାରମ୍ଭ।

 

୧୯-‘ହତ୍ୟାକାରୀ ଫାସିବାଦୀ ୟୁନୁସ…’, ବାଂଲାଦେଶ ଛାଡ଼ିବା ପରେ ପୂର୍ବତନ ପିଏମ୍ ଶେଖ ହସିନାଙ୍କ ପ୍ରଥମ ସାର୍ବଜାନୀନ ଭାଷଣ।

 

୨୦-ଅଷ୍ଟ୍ରେଲିଆ:ନ୍ୟୁ ସାଉଥ୍ ୱେଲ୍ସରେ ଏକ ପୁଣି ରକ୍ତପାତ, ଆଖିବୁଜା ଗୁଳିମାଡ଼; ୨ ମହିଳାଙ୍କ ସମେତ ଏକାଧିକ ମୃତ।

 

🙏 *ସୁପ୍ରଭାତ* 🙏