June 13, 2026

ଜୁଆ ଅଡ୍ଡା ଉପରେ ଚଡ଼ଉ, ୭ ଗିରଫ

IMG-20231010-WA0046
Share

ଜୁଆ ଅଡ୍ଡା ଉପରେ ଚଡ଼ଉ, ୭ ଗିରଫ
ବୁଗୁଡ଼ା,୧୦/୧୦(ଇମିସ ):ବୁଗୁଡ଼ା ଥାନା ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ଚିରିକିପଡା ଗ୍ରାମର ବ୍ୟାଘ୍ରଦେବି ମନ୍ଦିର ନିକଟରେ ଚାଲିଥିବା ଏକ ଜୁଆ ଅଡ୍ଡା ଉପରେ ବୁଗୁଡ଼ା ପୋଲିସ ଗତ ରାତିରେ ଚଡ଼ଉ କରି ୭ ଜଣଙ୍କୁ ଗିରଫ କରିଥିବା ବେଳେ ୫ ହଜାର ୨୨୦ ଟଙ୍କା ଜବତ କରିଛି l ଏ ନେଇ ୭୩୪/୨୩ ରେ ଏକ ମାମଲା ରୁଜୁ କରାଯାଇଥିବା ପୋଲିସ ଏସ ଆଇ ସମୀର କୁମାର ସେଠି ସୂଚନା ଦେଇଛନ୍ତି l