ଭୁଲ ତେର ଭୋଗୁଛି ମୁଁ ନାଟକ ଆସନ୍ତା 10 ତାରିଖ ରେ ମଞ୍ଚସ୍ଥ
ଭୁଲ ତେର ଭୋଗୁଛି ମୁଁ ନାଟକ ଆସନ୍ତା 10 ତାରିଖ ରେ ମଞ୍ଚସ୍ଥ

====================
ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା
ଛତ୍ରପୁର ବ୍ଲକ ପୋଡ଼ପଦାର ଗ୍ରାମ କପିଳେଶ୍ଵର ନାଟ୍ୟସଂସଦ ତରଫରୁ ଶ୍ରାବଣ ମାସ ରୁଦ୍ରାଭିଷେକ ଓ ଜନ୍ମାଷ୍ଟମୀ ଉପଲକ୍ଷେ ଭାଦ୍ରବ ମାସ 10 ତାରିଖ ରବିବାର ରାତ୍ର 10ଘାଣ୍ଟିକ ସମୟ ରେ ବାବା କପିଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ନିର୍ଦ୍ଧେଶକ ଗୁରୁପଦ୍ମ ଉପାଧିରେ ସଂମ୍ମାନିତ ଡ଼ଃ. ଗୌରୀ ଶଙ୍କର ଶତପଥୀ ଙ୍କ ବଳିଷ୍ଠ ନିର୍ଦେଶନା ର ନାଟକ *ଭୁଲ ତେର ଭୋଗୁଛି ମୁଁ* ମଞ୍ଚସ୍ଥ ହେବାକୁ ଯାଉଛି l ଏହି ନାଟକର ପ୍ରଯୋଜକ ନାରାୟଣ ସାହୁ (ମାମା ) ଅକ୍ଲାନ୍ତ ପରିଶ୍ରମ ଓ ସ୍ବପ୍ନ ସନ୍ତୋଷ କୁମାର ପଣ୍ଡା ନିଷ୍ଠାପର ଭାବନା ବଳିଷ୍ଠ କଳାକାର ସୁକୁରୁ ପଣ୍ଡା ଓ ତ୍ରିନାଥ ସାହୁ (ବାଳି ସାର )ରାଗ,ଦୁଃଖ ଭରା ଅଭିନୟ l ଆସ୍କନ୍ ହିରେ ସନ୍ତୋଷ ସ୍ୱାଇଁ ଓ ହାରିବନ୍ଧୁ ରେଡ୍ଡୀ ଦମଦାର ଅଭିନୟ , ଚୂଲବୁଲ ନାଇକା କାଦମ୍ବିନୀ ସାହୁ ଓ ପୂଜା ସେଠି,
ହାସ୍ୟ ଅଭିନେତା /ଅଭିନେତ୍ରୀ ଡି.କାନ୍ତା ରାଓ ଏ.ସୁବା ରାଓ ଓ ଚୁଇଁ ଙ୍କ ଅଭିନୟ,ମାର୍ବଲେଶ ଅଭିନେତା ସୁରେଶ ବେହେରା, ଜବରଦସ୍ତ ଖଳନାୟକ ନାରାୟଣ ସାହୁ ଙ୍କ ଅଭିନୟ l କଳାର ମହତ୍ୱ କଳାକାର ଉଚ୍ଚାହ ଗନ୍ତାଘର ସଜାସାଜ୍ୟ ଅଳକା ଚିତ୍ରାଳୟ
ଶବ୍ଦର ସୁରସଂଗୀତ ସନ୍ତୋଷ ସାହୁ ଓ ସାଥି, ନୃତ୍ୟ ପରିବେଷଣ ଉଲ୍ଲାସ ଦିଲ୍ଲୀପ ଓ ତପନ, ସବୁପରେ ସମସ୍ତେ ଙ୍କୁ ଏକତ୍ରିତ କରି ତାଳରେ ତାଳରେ ନାଉଥିବା ନିର୍ଦ୍ଧେଶକ ଗୁରୁ ପଦ୍ମ ସଂମ୍ମାନିତ ଡ଼ଃ. ଗୌରୀ ଶଙ୍କର ଶତପଥୀ ବଳିଷ୍ଠ ନିର୍ଦ୍ଧେଶନା ହସ କାନ୍ଦ ଭରା ପାରିବାରିକ ନାଟକ ଦୀପକ ଜେନା ଙ୍କ ରଚନା *ଭୁଲ ତେର ଭୋଗୁଛି ମୁଁ* ପୋଡାପାଦର ଗ୍ରାମବାସୀ ଙ୍କ ସହଯୋଗ ରେ ମଞ୍ଚସ୍ଥ କରିବ ଆସନ୍ତା 10 ତାରିଖ ରବିବାର ଦିନ ଛତ୍ରପୁର, ପୋଡାପାଦର ଗ୍ରାମ ବାବା କପିଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ l
