June 6, 2026

ପୂର୍ବତନ ସମ୍ପାଦିକା ପୁଷ୍ପଲତା ସାହୁଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ 

Share

 

କାଶୀନଗର

ଶ୍ରୀରାମ କନିଷ୍ଠ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟ ର ପୂର୍ବତନ ସମ୍ପାଦିକା ପୁଷ୍ପଲତା ସାହୁଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା. ସମ୍ପାଦିକା ପୁଷ୍ପଲତା ସାହୁଙ୍କ ଆତ୍ମାର ସଦଗତି ପ୍ରାପ୍ତି ନିମନ୍ତେ ସମସ୍ତେ ଦଣ୍ଡାୟମାନ ହୋଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ତାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ନବକୃଷ୍ଣ ସାହୁକାର ସ୍ବର୍ଗତ ପୁଷ୍ପ ଲତା ସାହୁଙ୍କ ମହାବିଦ୍ୟାଳୟ ପ୍ରତି ରହି ଥିବା ତ୍ୟାଗ ଓ ଅବଦାନ ସ୍ମରଣ କରାଇଥିଲେ. ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ, ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ.

 

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀ ରିପୋର୍ଟର

You may have missed