ଉଦ୍ୟାନ କୃଷି କର୍ମଶାଳା

ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର )୮/୦୧ /୨୦୨୬ ଶଗଡଭଙ୍ଗା ପଞ୍ଚାୟତ ଶଗଡଭଙ୍ଗା ଗ୍ରାମରେ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି ଆଳୁ ଚାଷ,ଷ୍ଟବେରୀ ଚାଷ, ଫୁଲ ଚାଷ, ବୄନ୍ଦା ଜଳସେଚନ, ବାଇଗଣ ଚାଷ, କୋବି ଚାଷ, ଉଦ୍ୟାନ କୃଷି ବିଭାଗ ଦ୍ଵାରା ଯାହା ସରକାରୀ ସହାୟତା ଅଛି ସେ ବିଷୟରେ ଚାଷୀମାନଙ୍କୁ ବୁଝାଇଥିଲେ ମୁଖ୍ୟଅତିଥି ଭାବରେ ଖୋରିଧା ଜିଲ୍ଲା କୃଷି ଅଧିକାରୀ ଶ୍ରୀୟା ଶରଶ୍ୱତି ସମ୍ମାନୀୟ ଅତିଥି ପ୍ରଫେସର ଓ ୟୂ ଏଟି ଅଶୋକ ମିଶ୍ର, ଟାଙ୍ଗି ସହକାରୀ ଉଦ୍ୟାନ କୃଷିଅଧିକାରୀ ରୋଜାଲିନି ସାହୁ, ସରପଞ୍ଚ ଲୀଳା ସ୍ଵାଇଁ, ସମିତି ସଭ୍ୟ ଦୁର୍ଗାଚରଣ ମଙ୍ଗରାଜ, ଇକୋଜେନ କୋଲଡରୁମ ମୁଖ୍ୟ ସମ୍ବିତ ପଟ୍ଟନାୟକ, ଓଭରସିୟର ଉଲାସ ଦେଇ, ଗିତାଞଳି ବେହେରା ଆଶିଶ କୁମାର ଦଳବେହେରାଓ ସଭାପତି ବେଗୁନିଆ ଉଦ୍ୟାନ କୃଷିଅଧିକାରୀ ଚିନ୍ମୟୀ କୁମାରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ଶାନ୍ତି ଶୃଙ୍ଖଳାର ସହିତ ଉଦ୍ୟାନ କୃଷି କର୍ମଶାଳାକୁ ଶେଷ କରିଥିଲେ
