ବାଲେଶ୍ଵରରେ ଶୁଭାରମ୍ଭ ହେଲା, ସଞ୍ଜିବନୀ ଏକ୍ସପ୍ରେସ୍
ବାଲେଶ୍ଵରରେ ଶୁଭାରମ୍ଭ ହେଲା, ସଞ୍ଜିବନୀ ଏକ୍ସପ୍ରେସ୍
,,
ଆଜି ବାଲେଶ୍ଵରରେ ଶୁଭ ଉଦ୍ଘାଟନ ହେଲା ସଞ୍ଜିବନୀ ଏକ୍ସପ୍ରେସ।
ସ୍ଵାସ୍ଥ୍ୟ ହିଁ ସମ୍ପଦ। ସ୍ଵାସ୍ଥ୍ୟ କ୍ଷେତ୍ରକୁ ଅଧିକ ଅଗ୍ରାଧିକାର ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।
ଅର୍ଥ ଅଭାବରୁ ବିଭିନ୍ନ ଗରୀବ ଶ୍ରେଣୀର ଲୋକମାନଙ୍କର ରୋଗୀ ଉପଯୁକ୍ତ ଭାବରେ ବ୍ଲଡ ଡାଇଲିସିସ କରିପାରୁ ନ ଥିଲେ। ସେଥିପାଇଁ ଆଜି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ସକାଳେ ପତାକା ଦେଖାଇ ଡାଇଲିସିସ ରୋଗୀଙ୍କ ପାଇଁ ନିଶୁଳ୍କ ପରିବହନ ଗାଡ଼ି ସଞ୍ଜିବନୀ ଏକ୍ସପ୍ରେସ କୁ ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଦୁଲାଲ ସେନ ଜଗଦେବ,, ଡ଼ଃ ମୃତ୍ୟୁଞ୍ଜୟ ମିଶ୍ର,
DPM ଅନିଲ କୁମାର ମହାନ୍ତି,,,ଓ ହସପିଟାଲର ସମସ୍ତ କର୍ମ କର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଦେବାଶିଷ ଦାଶ୍ କ୍କ ରିପୋର୍ଟ,,
