July 14, 2026

ମୋହନା ବ୍ଲକ୍ ଅନ୍ତର୍ଗତ ଗୁଲୁବା ପଞ୍ଚାୟତ, ବିରିକୋଟ୍ ପଞ୍ଚାୟତ ରେ 5t ସ୍କୁଲକୁ ନେଇ ଯେଉଁ ସମସ୍ୟା ସୃଷ୍ଟି

WhatsApp Image 2023-02-02 at 17.30.30
Share

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଗୁଲୁବା ପଞ୍ଚାୟତ, ବିରିକୋଟ୍ ପଞ୍ଚାୟତ ରେ 5t ସ୍କୁଲକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୋଇଥିଲା ତାହାକୁ ନେଇ ମାନ୍ୟବର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ତାପସ୍ୱନୀ ହାସଦ,ତଥା ବ୍ଲକ୍ ଅଧ୍ୟକ୍ଷ ରଞ୍ଜୀବ ଶବର,ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ,ତଥା ଦୁଇ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ତଥା ସ୍କୁଲର କମିଟି, ସ୍ଥାନୀୟ ଜନସାଧାରଣ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଜଗବନ୍ଧୁ ଦାସ ରା,ଉଦୟଗିରି ଉପସ୍ଥିତ ଥିଲେ । ବୈଠକରେ ଆଲୋଚନା ର ବିଷୟ ଥିଲା 5t ସ୍କୁଲ ର କାମ କିଭଳି ଭାବରେ ତ୍ୱରାନ୍ୱିତ କରିବା,କାର୍ଯ୍ୟ ତଦାରଖ କରୁଥିବା ବିଭାଗ ଅଧିକାରୀ ,ତଥା କାର୍ଯ୍ୟ କରୁଥିବା କଣ୍ଟ୍ରାକ୍ଟର ଙ୍କ ଆଲୋଚନା ପରେ ଶିଘ୍ର କାମ ଆରମ୍ଭ କରି ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି

You may have missed