ବ୍ରହ୍ମପୁର ପ୍ରେମ ସ୍ବେଛାସେବୀ ଅନୁଷ୍ଠାନରେ ନୂତନ ବର୍ଷ ଉପଲକ୍ଷେ କେକ୍ କାଟି ଉତ୍ସବ ପାଳନ

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିକଟ ମଣ୍ଡିଆପଲ୍ଲୀ ଠାରେ ଅବସ୍ତିତ ଦେଶର ବୃହତ୍ତମ ସ୍ଵେଚ୍ଛାସେବୀ ସଂସ୍ଥା ପରିସର ମଧ୍ୟରେ ସଂସ୍ଥା ର ମୁଖ୍ୟ ଡକ୍ଟର ଜାକୋବ ଥୁଣ୍ଡିଲ ନୂଆଁ ବର୍ଷ ୨୦୨୫ ର ପ୍ରଥମ ଦିନରେ ନିଜ ସହ କର୍ମୀ ମାନଙ୍କୁ ଏକତ୍ରିତ କରି ନୂତନ ବର୍ଷ ର ଶୁଭେଛା ଜଣାଇବା ସଙ୍ଗେ ଦେଶ ବିଦେଶରେ ଘଟୁଥିବା ଘଟଣା ଗୁଡିକ ଯେପରି ଘଟୁଛି ତାହାର ଅନ୍ତ ହେବା ସହ ସମସ୍ତ ଜନସାଧାରଣ ସୁଖ ସମ୍ବୃଧ୍ୟୀ କାମନା କରିବା ସଙ୍ଗେ ଚଳିତ ବର୍ଷ ଭଲରେ କାଟିବା ନିମନ୍ତେ ପ୍ରଭୁ ଙ୍କ ପ୍ରାର୍ଥନା କରିଥିଲେ।
